ଅତିରିକ୍ତ ସିକ୍ୟୁରିଟି ଜମା (ଏଏସ୍ଡି) ଆଡଜଷ୍ଟମେଂଟ୍ /ଦାବି ହେଉଛି ବିଦ୍ୟୁତ ନିୟମ ୨୦୨୩ ଓ ଓଇଆରସି ନିୟମ ଅଧୀନରେ ଓଇଆର୍ସିଙ୍କ ନିର୍ଦ୍ଦେଶାନୁସାରେ କଡ଼ାକଡ଼ି ପାଳନ କରାଯାଉଥିବା ଏକ ବୈଧାନିକ ଓ ନିୟାମକ ପ୍ରକ୍ରିୟା: ଟିପି ଓଡ଼ିଶା ଡିସକମ୍
ଭୁବନେଶ୍ୱର: ଟିପି ଓଡ଼ିଶା ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡ଼ିକ କହିଛନ୍ତି ଯେ ବିଦ୍ୟୁତ ବିଲ୍ରେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି (ଏଏସଡି) ଆଦାୟ ଏକ ବିଧିବଦ୍ଧ ଆବଶ୍ୟକତା ଯାହା
Read More