ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ପକ୍ଷରୁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୪ରେ ହାଇଡ୍ରୋଜେନ ଚାଳିତ ଇଲେକ୍ଟ୍ରିକ ଦୁଇଚକିଆ ଓ ହାଇ ସ୍ପିଡ ଇଲେକ୍ଟ୍ରିକ ସ୍କୁଟର ପ୍ରଦର୍ଶିତ
ଭୁବନେଶ୍ୱର: ଭାରତରେ ଗମନାଗମନକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ସହିତ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ପକ୍ଷରୁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୪ରେ ପ୍ରଥମ
Read More