ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ ପାଇଁ ଗୋଦରେଜର ଆପ୍ଲାଏନ୍ସ ବ୍ୟବସାୟ ପକ୍ଷରୁ ଏଆଇସିଟିଇ ସହ ସହଯୋଗିତା
ଭୁବନେଶ୍ୱର: ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଆପ୍ଲାଏନସେସ ବ୍ୟବସାୟ ପକ୍ଷରୁ ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ) ୨୦୨୪ର ସପ୍ତମ ସଂସ୍କରଣ ଲାଗି ଏଆଇସିଟିଇ ସହ ସହଯୋଗିତା ସ୍ଥାପନ କରାଯାଇଛି।
Read More