ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଗ୍ରାହକ ଅନୁଭୂତି ଓ କର୍ମଚାରୀ ଦକ୍ଷତାରେ ଉନ୍ନତି ପାଇଁ ଜେନେରେଟିଭ୍ ଏଆଇର ବ୍ୟବହାର
ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ଡାଟା ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବ୍ୟବହାର କରିବାରେ ଉଲ୍ଲେଖନୀୟ ଉନ୍ନତି ହାସଲ
Read More