Author: admin

Uncategorized

ବିସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ୫ ଗିଗାୱାଟ୍ ଲକ୍ଷ୍ୟ ସହ ଭାରତୀୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରବେଶ

ଭୁବନେଶ୍ୱର: ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ବିସି ଜିନ୍ଦଲ ଗ୍ରୁପ୍ ଭରତୀୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନି ଆସନ୍ତା ୫ ବର୍ଷରେ ୨.୫ ବିଲିୟନ

Read More
Uncategorized

ଜେପିଏଫ୍‌ଏଲ୍ ଫିଲ୍ମସ ପକ୍ଷରୁ ନୂଆ ବିଓପିପି ଲାଇନ୍‌ରେ ୨୫୦ କୋଟି ଟଙ୍କା ନିବେଶ କରାଯିବ

ଭୁବନେଶ୍ୱର: ଜେପିଏଫ୍‌ଏଲ୍ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ (ଜେପିଏଫ୍‌ଏଲ୍‌) ପକ୍ଷରୁ ମହାରାଷ୍ଟ୍ରର ନାସିକର ନୂଆ ବିଓପିପି ଲାଇନ୍‌ରେ କ୍ଷମତା ସମ୍ପ୍ରସାରଣ ଘୋଷଣା କରାଯାଇଛି। ଏଥିରେ ୨୫୦ କୋଟି ଟଙ୍କାର

Read More
Uncategorized

ମିଷ୍ଟାନ୍ନ ପ୍ରସ୍ତୁତ କରିବା ଲାଗି ମୋଦିକେୟାରର ରୋଷେଇ ସାମଗ୍ରୀ

ଭୁବନେଶ୍ୱର: ରାଖୀ ପୂର୍ଣ୍ଣିମା ପାଳନ କରାଯାଇଥିବା ବେଳେ ଏହା ହେଉଛି ମିଷ୍ଟାନର ସମୟ। ପାଟିରୁ ଲାଳ ଗଡ଼ିବା ଭଳି ଭୋଜନ ରୋଷେଇ କରିବା ଲାଗି ଯାହା ସବୁଠୁ

Read More
Latestଜାତୀୟରାଜ୍ୟ

ବିକଶିତ ଓଡ଼ିଶା ୨୦୩୬ ଭିଜନ ଡକ୍ୟୁମେଣ୍ଟ ପାଇଁ ଜାରି ହେଲା ସଂକଳ୍ପ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ପରିଚାଳନା କମିଟି  ଭୁବନେଶ୍ୱର ତା-୨୧.୦୮.୨୦୨୪ : ଏକ ଗୌରବମୟ ଇତିହାସର ଦାୟାଦ ଏବଂ ବିଶ୍ୱ ଦରବାରରେ ନିଜର ଅନନ୍ୟ ସାଂସ୍କୃତିକ

Read More
Businessଟେକ୍ନୋଲୋଜି

ଉଚ୍ଚ-କ୍ଷମତାସମ୍ପନ୍ନ ‘ମେଡ୍-ଇନ୍-ଇଣ୍ଡିଆ’ଫ୍ରଣ୍ଟ ଲେଡ୍ ୱାଶିଙ୍ଗ୍ ମେଶିନର ଉନ୍ମୋଚନ କରିଛି BSH Home Appliances

ଅଗଷ୍ଟ, ୨୦୨୪ () ହୋମ୍ ଆପ୍ଲାଏନ୍ସ ଶିଳ୍ପରେ ଏକ ଗ୍ଲୋବାଲ ଲିଡର BSH Hausgeräte GmbH ର ଏକ ସହାୟକ କମ୍ପାନୀ BSH Home Appliances Pvt.

Read More
HealthLatestରାଜ୍ୟ

ସୋଆରେ ରାଗିଙ୍ଗ ବିରୋଧ ସପ୍ତାହ ପାଳିତ

ଭୁବନେଶ୍ୱର, ୨୧/୦୮ : ରାଗିଙ୍ଗ ବିରୋଧରେ ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଅଗଷ୍ଟ ୧୪

Read More
Uncategorized

ସୋନି ପକ୍ଷରୁ ୪କେ ଟେଲିଭିଜନ ସିରିଜ୍ ବ୍ରାଭିଆ ୯ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଗର୍ବର ସହିତ ଏହାର ମିନି ଏଲ୍‌ଇଡି ଟେଲିଭିଜନ ସିରିଜ୍ ବ୍ରାଭିଆ ୯କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ଏକ୍ସଆର୍ ବ୍ୟାକ୍‌ଲାଇଟ୍ ମାଷ୍ଟର ଡ୍ରାଇଭ୍

Read More
Uncategorized

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭିସା ଓ ମିନଟୋକ୍ ସହଯୋଗିତାରେ “ନିଓ ଫର ମର୍ଚାଂଟ୍‌” ଆପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭିସା ଓ ମିନଟୋକ୍ ସହଯୋଗିତାରେ ମର୍ଚାଂଟ୍‌ମାନଙ୍କ ଲାଗି “ନିଓ ଫର ମର୍ଚାଟ୍‌” ଆପ୍ ର

Read More
HealthLatestରାଜ୍ୟ

ଯକୃତରେ ଗୁରୁତର ସମସ୍ୟା ଥିବା ରୋଗୀଙ୍କୁ ସଫଳ ପ୍ଲାଜ୍‌ମା ଏକ୍ସଚେଞ୍ଜ ଦ୍ୱାରା ସୁସ୍ଥ କଲେ ସମ୍ମମ୍ ଡାକ୍ତର

ଭୁବନେଶ୍ୱର, ୨୦/୦୮ : ଗୁରୁତର ଯକୃତ ଜନିତ ସମସ୍ୟା (ଲିଭର ଫେଲ୍ୟୁଅର)ରେ ପୀଡିତ ଥିବା ପଶ୍ଚିମବଙ୍ଗର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ସଫଳତାର ସହ ପ୍ଲାଜ୍‌ମା ଏକ୍ସଚେଞ୍ଜ

Read More
Uncategorized

ଏସବିଆଇ ଜେନେରାଲ ଇନସ୍ୟୁରାନ ପକ୍ଷରୁ ଆର୍ôଥକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୟମାସରେ ୩୨% ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୟମାସରେ ୩୨% ଅଭିବୃଦ୍ଧି ହାସଲ କରିଛି। ଏହି

Read More