ଭିମ୍ ପକ୍ଷରୁ “ପୈସୋଁ କି କଦର’ ଅଭିଯାନ ଜରିଆରେ ନିଜକୁ “ଭାରତର ନିଜର ପେମେଂଟ୍ ଆପ୍’ ଭାବେ ଉପସ୍ଥାପନ
ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନ୍ପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନ୍ବିଏସ୍ଏଲ୍) ପକ୍ଷରୁ ବିକାଶ କରାଯାଇଥିବା ପେମେଂଟ୍ ଆପ୍
Read More