Author: admin

Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଷ୍ଟାର୍ଟଅପ୍ କର୍ମଚାରୀଙ୍କ ପାଇଁ କ୍ୟୁରେଟେଡ୍ କର୍ପୋରେଟ୍ ବେତନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ନୂଆ ଇକୋନମି ଗ୍ରୁପ୍ (ଏନ୍‌ଇଜି) ଅଧୀନରେ ଷ୍ଟାର୍ଟଅପ୍ କର୍ମଚାରୀମାନଙ୍କ ପାଇଁ କ୍ୟୁରେଟେଡ୍ କର୍ପୋରେଟ୍

Read More
BusinessHealthଜାତୀୟ

ଡାବର ଚ୍ୟବନପ୍ରାଶ ଓ ଅକ୍ଷୟ କୁମାରଙ୍କ ନୂଆ ଅଭିଯାନ ‘ବିମାର ନା ତୈୟାର’

ଭୁବନେଶ୍ୱର: ଭାରତର ସବୁଠାରୁ ବିଶ୍ୱସନୀୟ ପ୍ରାକୃତିକ ସ୍ୱାସ୍ଥ୍ୟ ସେବା କମ୍ପାନୀ ଡାବର ପକ୍ଷରୁ ଡାବର ଚ୍ୟବନପ୍ରାଶ ପାଇଁ ଏକ ନୂଆ ଅଭିଯାନ ‘ବିମାର ନା ତୈୟାର’ ଆରମ୍ଭ

Read More
Business

ପ୍ରଥମ ଓଡ଼ିଶା ନ୍ୟୁରୋଡାଇଭରସିଟି ସମ୍ମିଳନୀ ୨୦୨୫ ର ଆୟୋଜନ କଲା ଟାଟା ପାୱାର

ଟାଟା ପାୱାର କମ୍ୟୁନିଟି ଡେଭଲପମେଣ୍ଟ ଟ୍ରଷ୍ଟର ‘ପେ ଅଟେନ୍‌ସନ୍‌’ ପ୍ରୟାସ ଅଧୀନରେ ଅଯୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟୁରୋଡାଇଭର୍ସ ଶିଶୁ, ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି ଏବଂ ସରକାରୀ

Read More
Business

ବିଦ୍ୟୁତ୍ ଚୋରି ଯୋଗୁଁ ପ୍ରଭାବିତ ହେଉଛନ୍ତି ସଚ୍ଚୋଟ ଉପଭୋକ୍ତା

ଏନଫୋର୍ସମେଣ୍ଟ ଟିମ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣସକାରାତ୍ମକ ପରିବର୍ତ୍ତନ ପାଇଁ ସଚ୍ଚୋଟ ଉପଭୋକ୍ତା ନିୟମିତ ଭାବରେ ଡିସକମ ଗୁଡିକର ସମର୍ପିତ ହେଲ୍ପଲାଇନ୍ ନମ୍ବରରେ ବିଦ୍ୟୁତ୍ ଚୋରି ଏବଂ

Read More
Uncategorized

ଓଡ଼ିଶାନାଭାଲଟାଟାହକିର୧୪ବର୍ଷରୁକମ୍ବାଳକତୃଣମୂଳଟୁର୍ଣ୍ଣାମେଣ୍ଟ-୨୦୨୫ରେନୂଆଗାଁଏଚଟିସିବିଜୟୀ

ଭୁବନେଶ୍ୱର, ୮/୧୧/୨୦୨୫- ଚତୁର୍ଥ ୧୪ ବର୍ଷରୁ କମ୍ ବୟସ ବାଳକ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଯାପିତ ହୋଇଛି। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି

Read More
Business

ବେଦାନ୍ତର ନନ୍ଦ ଘର ୧୬ଟି ରାଜ୍ୟରେ ୧୦,୦୦୦ କେନ୍ଦ୍ର ମାଇଲଖୁଣ୍ଟକୁ ଅତିକ୍ରମ କରିଛି

ଭୁବନେଶ୍ୱର : ଭାରତର ଅଗ୍ରଣୀ ବେଦାନ୍ତ ଗ୍ରୁପର ସାମାଜିକ ପ୍ରଭାବ ଶାଖା ଅନିଲ ଅଗ୍ରୱାଲ ଫାଉଣ୍ଡେସନ (ଏଏଏଫ) ଭାରତର ସାମାଜିକ ପ୍ରଭାବ ଯାତ୍ରାରେ ଏକ ଐତିହାସିକ ଉପଲବ୍ଧିକୁ

Read More
Business

ଏଚଡିଏଫସି ମ୍ୟୁଚୁଆଲ୍ ଫଣ୍ଡ୍ ମିଳିତ ଭାବେ ଜାଗୃତି ଯାତ୍ରା ମାଧ୍ୟମରେ ନିବେଶକ ଶିକ୍ଷାଣୀୟ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

– କ୍ରମରେ ଏଚଡିଏଫସି ମ୍ୟୁଚୁଆଲ୍ ଫଣ୍ଡ ଦ୍ୱାରା ପରିଚାଳିତ ୧୮ତମ ଜାଗୃତି ଯାତ୍ରା ଗଂଜାମ (ବ୍ରହ୍ମପୁର) ରେ ପହଞ୍ଚିଛି ଭୁବନେଶ୍ୱର/ବ୍ରହ୍ମପୁର : ଭାରତର ଉଦ୍ୟୋଗୀ ମନୋଭାବର ଏକ

Read More
Business

ଗ୍ରାହକ ସେବା ବୃଦ୍ଧି ନିମନ୍ତେ ଟିପିଡ୍ଲୁଓଡିଏଲର କଳାହାଣ୍ଡି ପଶ୍ଚିମ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଧର୍ମଗଡ଼କୁ ସ୍ଥାନାନ୍ତର କରାଗଲା

ବୁର୍ଲା/ଭବାନୀପାଟଣା, ୧୫.୧୧.୨୦୨୫: ଏକ ପ୍ରମୁଖ ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ସ୍ୱରୂପ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍)ର କଳାହାଣ୍ଡି ପଶ୍ଚିମ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟକୁ ଭବାନୀପାଟଣା ଟାଉନ

Read More
Business

‘ପ୍ରୋଜେକ୍ଟ ସଞ୍ଜୋଗ ଏକ୍ସପ୍ରେସ୍‌: ଅପେକ୍ଷା ରୁ ମୁକ୍ତି’ ମାଧ୍ୟମରେ ୪୮ ଘଣ୍ଟାରେ ୯୫% ନୂଆ ବିଦ୍ୟୁତ ସଂଯୋଗ ଆବେଦନର ସମାଧାନ କଲା ଟିପିଏନଓଡିଏଲ୍‌

ବାଲେଶ୍ଵର, ନଭେମ୍ବର ୨୦୨୫ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍‌), ୯୫% ନୂତନ

Read More
Business

ଉପଭୋକ୍ତାଙ୍କ ପାଇଁ ଟିପିସିଓଡିଏଲ ଦ୍ଵାରା ଅତ୍ୟାଧୁନିକ କଷ୍ଟମର୍‌ କେୟାର୍‌ ସେଣ୍ଟର୍‌ ଉଦଘାଟିତ

ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ଭୁବନେଶ୍ୱରର ପାୱର ହାଉସ୍‌ କଲୋନୀ ନିକଟରେ ଏହାର

Read More