ଏସ୍ବିଆଇ ଲାଇଫ୍ ପକ୍ଷରୁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ଭୁବନେଶ୍ୱରରୁ ଆଇଡିଏସନ୍ଏକ୍ସ ୨.୦ର ଶୁଭାରମ୍ଭ; ସାରା ଭାରତର ୧୦୦ ବି-ସ୍କୁଲ୍କୁ ଯୋଡ଼ିବ
ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ପ୍ରମୁଖ ନବସୃଜନ ଅଭିଯାନ “ଆଇଡିଏସନଏକ୍ସ ୨.୦”ର ଦ୍ୱିତୀୟ ସଂସ୍କରଣ ଆରମ୍ଭ
Read More