ରାଜ୍ୟ

ଅଧା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ଜୀବନ

ଇନ୍ଦୋରରୁ ଆସୁଥିଲେ ପୁରୀ । ଅଧାବାଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୬ ଆହତ । ଇନ୍ଦୋରରୁ ଜଗନ୍ନାଥ ଧାମ ପୁରୀ ଦର୍ଶନ ପାଇଁ ଯାଉଥିବା ଏକ ପରିବାରର ଗାଡ଼ି ସୋହେଲା ମଧୁପୁର ଅଞ୍ଚଳରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦୁର୍ଘଟଣାରେ ଦେବେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୋହେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟ ୩ ଜଣଙ୍କୁ ବରଗଡ଼ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

six − 5 =