Latestରାଜ୍ୟ ତିନି ଜିଲ୍ଲାକୁ ସତର୍କ ସୂଚନା May 31, 2019 admin ଭୁବନେଶ୍ବର() ତିନି ଜିଲ୍ଲାକୁ ସତର୍କ ସୂଚନା । ଝଡ଼ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି।ଏହି ଜିଲ୍ଲାଗୁଡ଼ିକ ହେଉଛି- କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି। ଏହି ସବୁ ଜିଲ୍ଲାବାସୀଙ୍କୁ ଅପରାହ୍ଣ ସାଢ଼େ ୫ଟା ସୁଦ୍ଧା ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। Share