ସୁନ୍ଦରଗଡ ସିଡିଏମଓଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ସୁନ୍ଦରଗଡ() ରାଜ୍ୟ ସରକାର ସସପେଣ୍ଡ କରିଥିବା ସୁନ୍ଦରଗଡର ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଆଜି ସସପେଣ୍ଡ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ଏହା ପରେ ତାଙ୍କୁ

Read more