କମିଟିରେ ଖାରଜ ହେବା ପରେ ବି ନୂଆ ଜୋନ କାହା ସ୍ବାର୍ଥରେ?

ଦଳୀୟ ସ୍ବାର୍ଥ ପାଇଁ ରେଳବାଇକୁ ଦେବାଳିଆ କରାଯାଉଛି ଭୁବନେଶ୍ବର () କେଉଁ ସ୍ବାର୍ଥରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର ଭାବେ ନୂଆ ରେଲବାଇ ଜୋନ ଗଠନ କରାଯାଇଛି ।

Read more