‘ଡାଇନାମିକ ଅଫିସର’ ସଞ୍ଜୟ ସିଂ ହେଲେ ସୂଚନା ଓ ଲୋକ ସମ୍ପର୍କ ସଚିବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ଅଫିସର୍ ସଞ୍ଜୟ କୁମାର ସିଂହଙ୍କୁ ସୂଚନା ଓ ‌ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

Read more