ଏଣିକି ଜିଲ୍ଲାରେ ଚାକିରୀ କଲେ ଜିଲ୍ଲାରେ ହିଁ ରହିବାକୁ ପଡିବ

କେନ୍ଦ୍ରାପଡା() କେନ୍ଦ୍ରାପଡା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସତର୍କବାଣୀ ଶୁଣାଇଛନ୍ତି । କେନ୍ଦ୍ରାପଡାରେ ଚାକିରୀ କରି କଟକ କି ଭୁବନେଶ୍ୱରରେ ରହଣି ଚଳିବ

Read more