ରାହୁଲ୍ ‘ପପୁ’ ନୁହେଁ, ‘ପାପା’: ରାମଦାସ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜିତିଯାଇଛନ୍ତି। ଏବେ ସେ ‘ପପୁ’ ନୁହେଁ, ‘ପାପା’ ବନି ଯାଇଛନ୍ତି। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ

Read more