ଆଉ ରାଜନୀତି କରିବି ନାହିଁ , କାହିଁକି ଏମତି କହିଲେ ପପୁ ଜାଣନ୍ତୁ…

ଆଉ ରାଜନୀତି କରିବି ନାହିଁ । ସବୁ ପ୍ରମୁଖ ଦଳ ଯଦିଓ ଡାକୁଛନ୍ତି, ହେଲେ ଆଉ ସେଇ ରାଜନୀତି ଭିତରକୁ ଯିବିନି କି ନାମ ନେବିନି ।

Read more