ସରକାରୀ କର୍ମଚାରୀଙ୍କ କଳା ବ୍ୟାଚ୍ ପରିଧାନ ଷଷ୍ଠ ଦିନରେ ପହଞ୍ଚିଲା

ଭୁବନେଶ୍ବର () ଅଧିକରୁ ଅଧିକ ତୀବ୍ର ହୋଇଛି ସରକାରୀ ଆଉଟ୍ସୋର୍ସିଙ୍ଗ୍ ଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଷଷ୍ଠ ଦିନରେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜାରି

Read more