ଫେରାର ରେସଲର ସୁଶୀଲ କୁମାରଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ: ଭାରତ ପାଇଁ ଅଲିମ୍ପିକ୍ସରେ ଦୁଇଥର ପଦ ଜିତିଥିବା ରେସଲର ସୁଶୀଲ କୁମାରଙ୍କ ଟେର୍ ପାଉନି ପୁଲିସ୍‌। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ରାଣାଙ୍କ ହତ୍ୟା

Read more