27 ତାରିଖ ରାତି 9ଟା, ନ୍ୟାସନାଲ ଜୋଗ୍ରାଫିରେ ନବୀନ କହିବେ ବାତ୍ୟା ଅନୁଭୂତି

ଭୁବନେଶ୍ୱର () ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଫନି ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା, ସ୍ୱଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ

Read more