ଆଜିଠାରୁ ଭଙ୍ଗା ହେବ ୪୦ ବିଧାୟକଙ୍କ କ୍ବାଟର

ଭୁବନେଶ୍ୱର() ଆଜିଠାରୁ ଭଙ୍ଗା ହେବ ବିଧାନସଭା ପାର୍ଶ୍ବରେ ଥିବା ବିଧାୟକଙ୍କ କ୍ୱାଟର୍ସ । ୪୦ ଜଣ ବିଧାୟକଙ୍କ କ୍ବାଟର ଭଙ୍ଗା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

Read more