ବସ୍ତାରେ ଥିଲା ବାଘ ଛାଲ, ମାଡିବସିଲା ଏସ୍‌ଟିଏଫ୍‌ ଟିମ୍‌; ଜଣେ ଗିରଫ

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ କପାସିରାରେ ଭୁବନେଶ୍ବର ସ୍ପେଶାଲ ଟାସ୍କ ଫୋର୍ସ ସୋମବାର ଜଣକଠାରୁ ୨ଟି ଚିତାବାଘ ଛାଲ ଜବତ କରିଛି । ଏହି

Read more