ରେଶମ ସହରକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର : ଜାନିବିଲି ପାନୀୟ ଜଳ ପ୍ରକଳ୍ପ

ବ୍ରହ୍ମପୁର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜ ପ୍ରତିଶ୍ରୁତି ରକ୍ଷା କରି ଆଜି ରେଶମ ସହରର ବହୁ ପ୍ରତିକ୍ଷିତି ଜାନିବିଲି ବୃହତ ପାନୀୟ ଜଳ ପ୍ରକଳ୍ପକୁ ଲୋକାର୍ପିତ

Read more