ବାପୁଙ୍କୁ ନିଆରା ଢଙ୍ଗରେ ମନେପକାଇଲେ ଛାତ୍ରଛାତ୍ରୀ

ଯାଜପୁର () ସେ ଥିଲେ ଅହିଂସାର ପୂଜାରୀ, ସ୍ବଚ୍ଛତାର ସତ୍ୟାଗ୍ରହୀ। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଶତବାର୍ଷିକୀକୁ ମହା ଆଡମ୍ବରରେ ପାଳନ କରିଛନ୍ତି

Read more