ଆଇଏଏସ ଗଗନ ଧଳଙ୍କ ଇସ୍ତଫା

ଭୁବନେଶ୍ୱର() ଚାକିରୀରୁ ଇସ୍ତଫା ଦେଲେ ଆଇଏଏସ୍ ଗଗନ ଧଳ। ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର । ଗଗନ କୃଷି ଉତ୍ପାଦନ କମିଶନର ଭାବେ କାର୍ୟ୍ୟରତ ଥିଲେ

Read more