ଆସିଲେନି ମନ୍ତ୍ରୀ, ସଚିବ : ବାତିଲ ହେଲା ଗୃହ କମିଟି ବୈଠକ

ଭୁବନେଶ୍ବର (ନିପ୍ର) ରାଜ୍ୟରେ ସହାରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାଲିଛି ଆଘୋଷିତ ବିଦ୍ୟୁତ କାଟ । ଘୋଷିତ ବିଦ୍ୟୁତ କାଟ କରି ଶକ୍ତି ବିଭାଗ

Read more