ଗଡିଲା ଯାନ୍ତ୍ରିକ ସଫେଇ ଯନ୍ତ୍ର

ଭୁବନେଶ୍ବର () ସ୍ବଛତା ନେଇ ରାଜଧାନୀରେ ଗୁରୁତ୍ବ। ଯାନ୍ତ୍ରୀକ ସଫେଇ ଗାଡିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଇ-ଟଏଲେଟ ବ୍ୟବସ୍ଥାର ଶିଳ୍ୟାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ

Read more