କାଳିଆ ପାଇଁ ୪୪୬୧ କୋଟି ବ୍ୟୟ ବରାଦ

ଆସିଲା ରାଜ୍ୟର କାମଚଳା ବଜେଟ୍। ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି। ଫୋକସରେ କୃଷି ଓ ଗ୍ରାମାଞ୍ଚଳର ବିକାଶ। ନିକଟରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଚର୍ଚ୍ଚାରେ

Read more