ସହିଦ କରୁଣାକର ସିଂହ ନାଏକଙ୍କ ସ୍ମୃତି ରକ୍ଷା ପାଇଁ 50 ଲକ୍ଷ

ଝାରସୁଗୁଡା () ସହିଦ କରୁଣାକର ସିଂହ ନାଏକଙ୍କ ସ୍ମୃତି ରକ୍ଷା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାର 50 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ

Read more