ଉତ୍କଳ ଦିବସରୁ ଦ୍ବିତୀୟ କିସ୍ତି କାଳିଆ ସହାୟତା

ଭୁବନେଶ୍ବର () କାଳିଆ ଯୋଜନାର ଦ୍ବିତୀୟ କିସ୍ତି ସହାୟତା ଆସନ୍ତା ଅପ୍ରେଲ ପହିଲା ଉତ୍କଳ ଦିବସରୁ ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି

Read more