କେନ୍ଦୁଝର ବିଜେଡି ପ୍ରାର୍ଥୀନିଙ୍କ ମିଛ ଭିଡିଓ ଭାଇରାଲ ପଛରେ ବିଜେପି

ଘଟଗାଁ () : କେନ୍ଦୁଝର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଛ ସେକ୍ସ ଭିଡିଓ ଭାଇରାଲ୍ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି ।

Read more