ବ୍ରଜରାଜନଗର ଉପ ନିର୍ବାଚନ: ଶେଷ ଦିନରେ ସବୁ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜି ସବୁ ଦଳର ପ୍ରାର୍ଥୀ ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଶୋଭାଯାତ୍ରାରେ

Read more