ବିଜେପିରେ ଅଣଓଡ଼ିଆଙ୍କ ପ୍ରବେଶରେ ଧର୍ମେନ୍ଦ୍ର କ୍ୟାମ୍ପ ଆତଙ୍କିତ

ଭୁବନେଶ୍ଵର (): କେନ୍ଦ୍ରୀୟ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଆସନ୍ତା 27 ତାରିଖରେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ ।

Read more