ଆହ୍ଲାବାଦ ବଦଳି ‘ପ୍ରୟାଗରାଜ’ ହେଲା

ବଦଳିଲା ଉତ୍ତରପ୍ରଦେଶର ସହରର ଆହ୍ଲାବାଦର ନାମ । ଏହାକୁ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯାଇଛି । ଏ ନେଇ ମଙ୍ଗଳବାର ଉତ୍ତରପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି

Read more