ପ୍ରାଥମିକତା ଭିତ୍ତିରେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରକୁ ବ୍ୟାଙ୍କମାନେ ଋଣ ପ୍ରଦାନ କରନ୍ତୁ 

ଭୁବନେଶ୍ୱର () କୃଷିର ଉନ୍ନତି ଓ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନର ଆବଶ୍ୟକତା ରହିଛି ।

Read more