କାଲିଠୁ ଆଦିବାସୀ ମେଳା

ଆସନ୍ତାକାଲି ଅର୍ଥାତ୍ ୨୬ରୁ ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା । ଆଦିବାସୀଙ୍କ ପ୍ରସ୍ତୁତି ଚାଲିଛି ଜୋରଦାର। ଦେଖିବାକୁ ମିଳିବ ବଣ ଜଙ୍ଗଲ ଘେରା ଆଦିବାସୀ ପଲ୍ଲୀର ଦୃଶ୍ୟ।

Read more