କାଲିଠୁ ଆଦିବାସୀ ମେଳା

ଆସନ୍ତାକାଲି ଅର୍ଥାତ୍ ୨୬ରୁ ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା । ଆଦିବାସୀଙ୍କ ପ୍ରସ୍ତୁତି ଚାଲିଛି ଜୋରଦାର।
ଦେଖିବାକୁ ମିଳିବ ବଣ ଜଙ୍ଗଲ ଘେରା ଆଦିବାସୀ ପଲ୍ଲୀର ଦୃଶ୍ୟ। ଚଳିତ ବର୍ଷ ଏହି ମେଳାରେ ୨୪ଟି ଜନଜାତି ଅଂଶ ଗ୍ରହଣ କରୁଛନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ କିଣିବା ସହ, ବିଭିନ୍ନ ସୁଆଦିଆ ଆଦିବାସୀ ଖାଦ୍ୟର ମଜା ନେବେ ଲୋକେ। ଫୁଡ୍ ଷ୍ଟଲ ମାନଙ୍କରେ ମଧ୍ୟ ବେଶ୍ ଭିଡ଼ ଜମିବ ।

Share

Leave a Reply

Your email address will not be published. Required fields are marked *

11 − eight =