ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୫୦୬ ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ବର (ନିପ୍ର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୫୦୬ଟି ପ୍ରକଳ୍ପ ପାଇଁ ୩୫.୮୪ କୋଟି ଟଙ୍କାର ମଞ୍ଜୁର କରିଛନ୍ତି ।

Read more