୨୦୦ ମିଟର ଦୌଡ଼ରେ ଜୟନ୍ତୀଙ୍କୁ ବ୍ରୋଞ୍ଜ ପଦକ

ଏସିଆନ୍ ପାରା ଗେମ୍ସ: ଓଡ଼ିଆ ଝିଅ ଜିତିଲେ ବ୍ରୋଞ୍ଜ ।ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିତିଛନ୍ତି।

Read more