ଭାଇରାଲ ହେଉଛି ଏହି କୁନି ପିଲାର ସଚେତନ ବାର୍ତ୍ତା, ଦେଖନ୍ତୁ …

ଭୁବନେଶ୍ବର() କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । କରୋନା ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ ହୋଇଛି ।
ଏହି ଭିତର କରୋନା ନେଇ ସଚେତନର ବାର୍ତ୍ତା ଦେଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଝିଅ ଆଦିତୀ । ଏହି ଭିଡିଓ  ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆଦିତୀ କିଭଳି  କରୋନାକୁ ମୁକିବିଲା କରିବା ସେନେଇ ସଚେତନର ବାର୍ତ୍ତା  ଦେଇଛନ୍ତି । ଦେଖନ୍ତୁ ଏହି ଭିଡିଓ ….

ସୂଚନା ଅନୁସାରେ , ବର୍ତମାନ ସୁଦ୍ଧା ଦେଶରେ ୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୭୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଖ୍ୟା ବଢିବାରେ ଲାଗିଛି  ।ବର୍ତ୍ତମାନସୁଦ୍ଧା ୩୯ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + 6 =