ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର() ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି । ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ସିଏମଓ କୋଭିଡ଼ ପରିଚାଳନାରେ ଓଏସଡ଼ି ହୋଇଛନ୍ତି ଭିନିଲ । ପୂର୍ବଭଳି ଓଏମସି ଏମଡ଼ି ଓ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ଲାଲା ମନୋଜ କୁମାର ରାୟ ହୋଇଛନ୍ତି ସିଏମଓ ଯୁଗ୍ମ ସଚିବ । ଶୁଭ୍ରାଂଶୁ ମିଶ୍ର ହୋଇଛନ୍ତି ସିଏମଓ ଉପ ସଚିବ । ପ୍ରତାପ କୁମାର ବେଉରା ହୋଇଛନ୍ତି କଟକ ଉପଜିଲ୍ଲାପାଳ ।

Share

Leave a Reply

Your email address will not be published. Required fields are marked *

13 − 10 =