ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡ଼ ଅଧ୍ୟକ୍ଷ ଭାବେ ଯୋଗ ଦେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ() ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡ଼ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ହର୍ଷବର୍ଦ୍ଧନ । ଦାୟିତ୍ୱ ନେବା ପରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରତିକ୍ରିୟା ରଖି କହିଛନ୍ତି ଯେ କରୋନା ମହାମାରୀ ରୂପକ ବିଶ୍ୱ ସଙ୍କଟ ସମୟରେ ମୁଁ ଦାୟିତ୍ୱ ନେଇଛି । ଆଗାମୀ ୨ ଦଶନ୍ଧିରେ ଅନେକ ସ୍ୱାସ୍ଥ୍ୟ ଭିତ୍ତିକ ଚ୍ୟାଲେଞ୍ଜ ରହିବ । ଏସବୁକୁ ଦୂର କରିବାକୁ ସବୁ ରାଷ୍ଟ୍ରର ସହଯୋଗ ଜରୁରୀ ରହିଛି ବୋଲି ସେ କହିଛନ୍ତି । ସେ ଅଧ୍ୟକ୍ଷ ପଦରେ ୩ବର୍ଷ ପାଇଁ ଦାୟିତ୍ୱ ତୁଲାଇବେ ।

Share

Leave a Reply

Your email address will not be published. Required fields are marked *

two × four =