ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ  ଧିରେ ଧିରେ ଏହାର କବଜାକୁ ଆସିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ବିଧାୟକ ଉମାକାନ୍ତ ସାମନ୍ତରାୟ ଟ୍ୱିଟ କରି ସୂଚନା ଦେଇଛନ୍ତିି । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

 ତେବେ ଗତକାଲି ବିଧାନସଭା ପରିସରରେ କରୋନା ଟେଷ୍ଟ କରାଇଥିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ ।

Share

Leave a Reply

Your email address will not be published. Required fields are marked *

6 + 18 =