୭ ଜିଲ୍ଲାକୁ ସତର୍କ ସୂଚନା

ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଦେବଗଡ ଆଦି ଜିଲାରେକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୧୪ ତାରିଖ ଯାଏ ପଶ୍ଚିମ ଏବଂ ଉତ୍ତର ଓଡିଶାରେ ବର୍ଷା ପରିମାଣ ବୃଦ୍ଧିପାଇବ ।

Share

Leave a Reply

Your email address will not be published. Required fields are marked *

2 × five =