ପରଦାକୁ ଆସିଲା ‘ଡ୍ରିମଗାର୍ଲ’

ଫ୍ରାଇଡେ ରିଲିଜ୍‌ରେ ହଲ୍‌କୁ ଆସିଛି ଡ୍ରିମଗାର୍ଲ। ଫିଲ୍ମରେ ରହିଛି ଭରପୁର କମେଡି। ଲିଡ୍‌ ରୋଲ୍‌ରେ ଅଛନ୍ତି ଆୟୁଷ୍ମାନ୍‌ ଖୁରାନା।ତାଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ନୁସରତ ଭାରୁଚା

ଆୟୁଷ୍ମାନ ଓ ନୁସରତଙ୍କ ବ୍ୟତୀତ ଫିଲ୍ମରେ ଅନ୍ନୁ କପୁର, ଭିଜୟ ରାଜ, ଅଭିଷେକ ବାନାର୍ଜି, ମନଜୋତ ସିଂ, ନିଧି ବିସ୍ତ, ରାଜେଶ ଶର୍ମା ଓ ରାଜ ବଶାଳି ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ ସାଣ୍ଡିଲ୍ୟ ।

Share

Leave a Reply

Your email address will not be published. Required fields are marked *

17 + thirteen =