କ୍ୱାରେଣ୍ଟିନ କେନ୍ଦ୍ରରେ ମିଳିବ ଏହି ସବୁ ଖାଦ୍ୟ, ପ୍ରକାଶ ପାଇଲା ତାଲିକା

ଭୁବନେଶ୍ୱର() କରୋନା ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି । ଏନେଇ ରାଜ୍ୟ ବାହାରେ ବହୁ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ତାଙ୍କ ପାଇଁ ବସ୍ ଓ ଟ୍ରେନର ବ୍ୟବସ୍ଥା ମଧ୍ୟ ହୋଇଛି । କିନ୍ତୁ ଓଡ଼ିଶା ଆସିବା ପରେ ଫେରିଥିବା ପ୍ରବାସୀ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି । କ୍ୱାରେଣ୍ଟିନରେ ରହିବା ପାଇଁ ସେମାନଙ୍କ ପାଇଁ ଖାଇବା ପିଇବା ସହ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେମାନଙ୍କ ହାଉସ କିପିଂ ଓ ସୁରକ୍ଷା ଦାୟିତ୍ୱରେ ଯେଉଁମାନେ ରହିବେ ସେମାନଙ୍କ ରେଜିଷ୍ଟର ମେଣ୍ଟେନ ହେବା ସହିତ ସୋମବାରଠାରୁ ରବିବାର ଯାଏଁ, ସକାଳ ଜଳଖିଆ ଠାରୁ ରାତ୍ରି ଭୋଜନ ଯାଏଁ କଣ ଖାଇବେ ସେନେଇ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

 

ଏନେଇ ସମସ୍ତ ଜିଲ୍ଳାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ।ଏବେ ଆସନ୍ତୁ ନଜର ପାକଇବା ସଙ୍ଗରୋଧ କେନ୍ଦ୍ର ପାଇଁ ଖାଦ୍ୟର ମେନୁ ଉପରେ ରହିଛି ।

Share

Leave a Reply

Your email address will not be published. Required fields are marked *

nine + one =