ବଦଳିଲା ପାର୍କ ସମୟ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ସମସ୍ତ ପାର୍କ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ମିଳିଛି । କେବଳ ଦୁଇ ଦିନିଆ ଶନିବାର ଓ ରବିବାର ସଟଡାଉନ ସମୟରେ ପାର୍କ ବନ୍ଦ ରହିବ । କିନ୍ତୁ ଅନ୍ୟଦିନ ମାନଙ୍କରେ ପାର୍କ ଖୋଲିବାକୁ ଅନୁମତି ମିଳିଛି । ସକାଳ ୫ଟାରୁ ୧୦ ଓ ଅପରାହ୍ନ ୪ରୁ ୬ ଯାଏଁ ପାର୍କ ଖୋଲିବ । ସକାଳ ୫ଟାରୁ ୭ଟା ଯାଏଁ ୬୦ରୁ ବର୍ଷରୁ ଅଧିକ ବୟସ୍କ ଲୋକ ପାର୍କ ଯାଇପାରିବେ । ଅନ୍ୟକୌଣସି ବୟସର ବ୍ୟକ୍ତି ଏହି ସମୟରେ ଯାଇପାରିବେନି । ସେହିପରି ୭ଟା ପରେ ୬୦ ବର୍ଷରୁ କମ୍ ବୟସ୍କ ଲୋକ ପାର୍କ ଯାଇପାରିବେ ।

Share

Leave a Reply

Your email address will not be published. Required fields are marked *

fifteen + 14 =