ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟରେ ତାଲା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଧିରେ ଧିରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ରାଜଧାନୀରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗ ହେଉଛି । ଫଳରେ ସେମାନଙ୍କ ଉପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କଡା ନଜର ରଖାଯାଇଛି । ତେବେ ଆଜି ରାଜଧାନୀ ଉପକଣ୍ଠ ପଳାସପଲ୍ଲୀରେ ଥିବା ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟକୁ ବନ୍ଦ କରିଛି ବିଏମସି । କୋଭିଡ ଗାଇଡ ଲାଇନକୁ ଅକ୍ସଫୋର୍ଡ ଇଂଜିନିୟରିଂ କଲେଜରେ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛି ଜୋନାଲ ଏନଫୋର୍ସମେଣ୍ଟ ଟିମ୍ ।

Share

Leave a Reply

Your email address will not be published. Required fields are marked *

11 − 10 =