ନବୀନ-ଧର୍ମେନ୍ଦ୍ର ଆଲୋଚନା ଆରମ୍ଭ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ହେବ ସାକ୍ଷାତ ଆଲୋଚନା । ବୈଠକରେ ଓଡିଶାର ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ ଉପରେ ଆଲୋଚନା ହେବ । ସେହିପରି ଓଡିଶାକୁ ଷ୍ଟିଲ ରାଜଧାନୀ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ ବୋଲି ସୂଚନା ମିଳିଛି ।

ଭୋଟ୍ ଆଗରୁ ଉଭୟଙ୍କ ଭିତରେ ଚାଲିଥିଲା ତୁ ତୁ ମେ ମେ । ତେଣୁ ଆଜିର ବୈଠକରେ ଦୁଇ ନେତାଙ୍କ ଭିତରେ କେବଳ ରାଜ୍ୟ କଥା ନା ରାଜନୀତି କଥା ଉଠିବ ତାକୁ ନେଇ ଆକଳନ ଆରମ୍ଭ ହେଲାଣି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗଦେବେ ।

Share

Leave a Reply

Your email address will not be published. Required fields are marked *

10 + ten =