ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ବର()   ୨୫ରୁ ବିଧାନସଭା ଅଧିବେଶନ । ବିଧାନସଭା ଆରମ୍ଭ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବିଧାନସଭା କିଭଳି ଶୃଙ୍ଖଳିତ ହେବ ଏବଂ କିଭଳି ଗୁଣାତ୍ମକ ଆଲୋଚନା ହୋଇପାରିବ ସେ ନେଇ ସମସ୍ତ ବିଧାୟକ ଦଳ ନେତାଙ୍କ ସହ ଆଲୋଚନା ହେଉଛି । ପ୍ରଥମ ଥର ଲାଗି ଏଭଳି ସର୍ବଦଳୀୟ ବୈଠକ ଡକାଯାଇଛି ।

Share

Leave a Reply

Your email address will not be published. Required fields are marked *

11 − six =