ପ୍ରଥମେ ହତ୍ୟା ତାପରେ ଜଳେଇଦେଲେ ଶାଶୁଘର ଲୋକେ

ତଂଟିଚିପି ବହୁକୁ ହତ୍ୟାକଲା ପରେ ଜଳେଇଦେଲେ ଶାଶୁଘର ଲୋକେ । ଏଭଳି ଅଭାବନିୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ କଂଟେଇକୋଳି ଗ୍ରାମରେ ।ସ୍ୱାମି ଏବଂ ଶାଶୁଘର ଲୋକମାନେ ହତ୍ୟା କରିସାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ବହୁକୁ ଜଳେଇଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ପିତଳ ଗ୍ରାମର ଏ.ଜଗନାଇକୁଲୁଙ୍କ ଝିଅ ଏନ ଲତା ।ମୃତକ ଭାଇଙ୍କ ଅଭିଯୋଗ ଆଧାରରେ ଶୁକ୍ରବାର ଦିନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ମଶାଣିରୁ ହାଡ,ପାଉଁଶ ଓ ହତ୍ୟାରେ ବ୍ୟବହୃ୍ତ ହୋଇଥିବା ଗାମୁଛା ଜବତ କରିଛି ।ପ୍ରମାର ନଷ୍ଟ କରିବା ଅଭିଯୋଗରେ ଗ୍ରାମର ବାବୁ ସେଠି ,ସୁଦର୍ଶନ ବେହେରା ,ଶ୍ୟାମ ସାହୁଙ୍କୁ ଗିରଫ କରିଛି ତାସହ ଏକ ହତ୍ୟା ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର

Share

Leave a Reply

Your email address will not be published. Required fields are marked *

seven − six =